ରାଜ୍ୟସ୍ତରୀୟ ଚୁଲିମୁଣ୍ଡ ଲୋକଗଳ୍ପ ମହୋତ୍ସବ।

ଅଷ୍ଟିନ ନ୍ୟୁଜ/ଭୁବନେଶ୍ୱର ତା-୨୫-୦୨-୨୦୨୪ କୈବଲ୍ୟ ସାହିତ୍ୟ ସଂସଦ ତରଫରୁ ରାଜ୍ୟସ୍ତରୀୟ ଚୁଲି ମୁଣ୍ଡ ଲୋକ ଗଳ୍ପ ମହୋତ୍ସବ ବୁଦ୍ଧ ମନ୍ଦିର,ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ଡକ୍ଟର ସଂଗ୍ରାମ କେଶରୀ ସାମନ୍ତରାୟ ସଭାପତିତ୍ବ କରିଥିଲେ । ରାଜ୍ୟସ୍ତରୀୟ ଲୋକ ଗଳ୍ପ ପଠନ ଓ ଆଲୋଚନାଚକ୍ର ଦୁଇଟି ପର୍ଯ୍ୟାୟରେ କରାଯାଇଥିଲା ।କଣ୍ଠଶିଳ୍ପୀ ମାନଙ୍କ ଦ୍ଵାରା ଜଗନ୍ନାଥ ଜଣାଣ ଏବଂ ଭକ୍ତି ସଙ୍ଗୀତ ଗାନ କରାଯାଇଥିଲା । ପ୍ରଫେସର ଡ଼କ୍ଟର ପ୍ରସନ୍ନ କୁମାର ସ୍ବାଇଁ, କୁଳପତି ଉତ୍କଳ … Continue reading ରାଜ୍ୟସ୍ତରୀୟ ଚୁଲିମୁଣ୍ଡ ଲୋକଗଳ୍ପ ମହୋତ୍ସବ।